୯କେଜିର ହାତୀ ଦାନ୍ତ ସହ ଜଣେ ଅଭିଯୁକ୍ତ ଗିରଫ । ମଙ୍ଗଳବାର ଦିନ ବଲାଙ୍ଗୀର ଜିଲ୍ଲାର ତୁସୁରା ପୁଲିସ ଷ୍ଟେସନ ଅନ୍ତର୍ଗତ ଗୁଦଭେଲା ଗ୍ରାମ ନିକଟରେ ଜଣେ ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଛି ଏସଟିଏଫ ତା ସହିତ ଗୋଟିଏ ହାତୀ ଦାନ୍ତ କୁ ଜବଦ କରିଛି । ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ବଲାଙ୍ଗୀର ବନ ବିଭାଗ ଅଧୀନରେ ଥିବା ଦେଓଗାଁ ଟେରିଟୋରିଆଲ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହାୟତାରେ ଏସଟିଏଫ ଟିମ୍ ଚଢ଼ାଉ କରିଥିଲା।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0