spot_img

ଓଡ଼ିଶାରେ ଏବେ ଶୀତ ପ୍ରକୋପ

ସାରା ଓଡ଼ିଶାରେ ଏବେ ଶୀତ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ଏଥିରୁ ବାଦ ପଡିନି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳ ସମସ୍ତ ଗ୍ରାମ ଅଂଚଳ ରେ ଦେଖିବାକୁ ମିଳୁଛି ।  କୁଢ଼ କୁଢ଼ ନିଆଁ ଆଉ ଘେରି ବସିଛନ୍ତି ଲୋକେ  ।  ଏବେ ଗରିବ ଲୋକଙ୍କୁ ସ୍ୱଛା ସେବୀ ସଂଗଠନ କମଳ ବାଣ୍ଟିବା ମଧ୍ୟ ଆରମ୍ଭ କରିଦେଲେଣି  । ସରକାର ଏବେ ଯାଏ ବୁଢ଼ା ବୁଡି ମାନଙ୍କୁ କୌଣସି ସାହାଯ୍ୟ କରିଲା ନାହିଁ  ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular