ସାରା ଓଡ଼ିଶାରେ ଏବେ ଶୀତ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ଏଥିରୁ ବାଦ ପଡିନି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳ ସମସ୍ତ ଗ୍ରାମ ଅଂଚଳ ରେ ଦେଖିବାକୁ ମିଳୁଛି । କୁଢ଼ କୁଢ଼ ନିଆଁ ଆଉ ଘେରି ବସିଛନ୍ତି ଲୋକେ । ଏବେ ଗରିବ ଲୋକଙ୍କୁ ସ୍ୱଛା ସେବୀ ସଂଗଠନ କମଳ ବାଣ୍ଟିବା ମଧ୍ୟ ଆରମ୍ଭ କରିଦେଲେଣି । ସରକାର ଏବେ ଯାଏ ବୁଢ଼ା ବୁଡି ମାନଙ୍କୁ କୌଣସି ସାହାଯ୍ୟ କରିଲା ନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0