spot_img

ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ

ଗଞ୍ଜାମ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଦ୍ଵାରା ଜଣେ ଯୁବକ ଗିରଫ । ଦାଦା ବଟି ମାଗିବା ଅଭିଯୋଗରେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଯୁବକଠାରୁ ପୋଲିସ ଏକ ମୋଟରସାକେଲ, ଏକ ମାଉଜର ଓ ୫ଟି ଅଫୁଟା ଗୁଳି ଜବତ କରିଛି । ଗିରଫ ଯୁବକ ଜଣକ ମୁକେଶ ପ୍ରଧାନ ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ସାହୁ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular