spot_img

ମୁମ୍ବାଇ ଗସ୍ତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ମୁମ୍ବାଇ : ମୁମ୍ବାଇ ଗସ୍ତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ କରିବା ପାଇଁ ସେ ବଲିଉଡର କେତେକ ଫିଲ୍ମ ନିଦେ୍ର୍ଦଶକ ଏବଂ ପ୍ରଯୋଜକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଦିତ୍ୟନାଥଙ୍କ ଏହି ମିଶନ ଫିଲ୍ମ ସିଟିକୁ ନେଇ ଏନସିପି ଏମପି ସୁପ୍ରିୟା ସୁଲେ କହିଛନ୍ତି, ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କେନ୍ଦ୍ର ସରକାର ମୁମ୍ବାଇର ଗୁରୁତ୍ୱକୁ ଉପଲବ୍ଧ ନ କରିଥିବା ବେଳେ ଉତ୍ତରପ୍ରଦେଶରେ ବଲିଉଡ ଢାଞ୍ଚାରେ ଫିଲ୍ମ ସିଟି ନିର୍ମାଣ ଅଭିଯାନ ଅତ୍ୟନ୍ତ ଖୁସିର ବିଷୟ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular