ଟିଭି ରିୟାଲିଟି ସୋ ମୁଝସେ ଶାଦି କରୋଗେରୁ ପ୍ରସିଦ୍ଧ ପାଇଥିବା ଅଭିନେତ୍ରୀ ଆଚଂଲ ଖୁରାନାଙ୍କ ମଙ୍ଗଲବାର ସନ୍ଧ୍ୟାରେ ଦୁର୍ଘଟଣା ହୋଇଯାଇଛି । ରାସ୍ତାରେ ତାଙ୍କୁ ଏକ କାର ଧକ୍କା ଦେଇଥିବା ସୁଚନା ମିଳିଛି ।ଯାହା ଫଳରେ୍ ତାଙ୍କର ଗୋଡର କିଛି ମାଂସ ପେଶୀ ଫାଟି ଯାଇଥିବା ସୁଚନା ମିଳିଛି । ତୁରନ୍ତ ତାଙ୍କୁ ହସ୍ପଟିଲା ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ୧୫ ଦିନ ବେଡ ରେଷ୍ଟ କରିବାକୁ ପରାର୍ମଶ ଦେଇଥିବା ସୁଚନା ମିଳିଛି ।ଏବର୍ଷ ଟିଭିରେ ପ୍ରଥମ ଥର ପ୍ରସାରିତ ହୋଇଥିବା ରିୟାଲିଟି ସୋ ର ବିଜେତା ରହିଥିଲେ । ଏହି ସମୟରେ ସେ ନିଜ ପରିବାର ସହ ଦିଲ୍ଲାରେ ଅଛନ୍ତି । ଏଥିସହ ସେ ଆସନ୍ତା ୬ ତାରିଖରେ ନିଦର ଜନ୍ମଦିନ ପାଳନ କରିବାକୁ ପ୍ରସ୍ତୁତ ଥିବାବେଳେ ତାଙ୍କର ଏହି ଯୋଜନା ଏବେ ନିରାଶ ହେବାକୁ ବସିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0