ଜଗତସିଂହପୁର: ଜଗତସିଂପୁର ଜିଲ୍ଲାରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଦୋକାନ ଖୋଲିବା ସମୟ ପରିବର୍ତ୍ତନ କରିଛନ୍ତି ଜିଲ୍ଲାପାଳ । ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଦୋକନ ଖୋଲା ରହିବ । ଦୋକାନ ଆଗରେ ଭିଡ ଜମାଇବା ପାଇଁ ମନା କରାଯିବା ସହ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁୂ ଔଷଧ ଦୋକାନ ଖୋଲିବା ଉପରେ କୌଣସି କଟକଣା ଲାଗୁ ହୋଇ ନାହିଁ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0