ବଲିଉଡ ନାୟିକା ରକୁଲ ପ୍ରିତ ସିଂ କରୋନାରେ ସଂକ୍ରମିତ ହୋଇଥିବା ସୂଚନା । ସେ ନିଜେ ଏହି ସୂଚନା ଦେଇଛନ୍ତି । ଏହାସହ ନିକଟରେ ଯେଉଁମାନେ ତାଙ୍କ ସହ ମିଶିଛନ୍ତି ସୋମନେ ବି କରୋନା ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି । ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି । ତେଣୁ ତାଭ୍କର ପାଶଂସକ ମାନେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ସେ ଫିଲ୍ମ “ମେ ଡେ”ର ଶୁଟିଂ ଆରମ୍ଭ କରିଥିଲେ । ଆଉ ଖୁବ ଶିଘ୍ର ସେ ସୁସ୍ଥ ହୋଇ ପୁଣି କାମରେ ଲାଗିଯିବେ ବୋଲି କହିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0