ତାମିଲନାଡୁ: ବନବିଭାଗ କର୍ମଚାରୀଙ୍କ ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ ୫୦ ଫୁଟ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ହାତୀ ଛୁଆ । ଏପରି ଏକ ଅଭାବଘଟଣା ଘଟିଛି ତାମିଲନାଡୁର ଧରମାପୁରୀ ଜିଲ୍ଲାର ପଞ୍ଚପାଲ୍ଲୀ ଗ୍ରାମରେ । ସୂଚନା ଅନୁସାରେ, ଗତକାଲି ପଞ୍ଚପାଲ୍ଲୀ ଗ୍ରାମ ନିକଟରେ ଥିବା କୂଅରେ ଏକ ହାତୀ ଛୁଆ ଖସି ପଡିଥିଲା । ପରେ ହାତୀ ଛୁଆଟି ଗର୍ଜନ କରିଥିଲା । ଗର୍ଜନ ଶୁଣି ଗ୍ରାମର ଜଣେ କୃଷକ କୂଅ ପାଖକୁ ଆସିଥିଲେ । ଏନେଇ ସେ ବନବିଭାଗକୁ ସୂଚନା ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ୨ଟି କ୍ରେନ ସାହାର୍ଯ୍ୟରେ ହାତୀ ଛୁଆକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0