spot_img

ଜାତୀୟ କ୍ୟାଲେଣ୍ତରରେ ସ୍ଥାନ ପାଇବ ଓଡିଶା ପର୍ବପର୍ବାଣୀ..ସୋମବାର ଏକ୍ରାମକ୍ଷେତ୍ର ଯୋଜନା ସର୍ମ୍ଫକରେ ଆଲୋଚନା ..

ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ରରୀୟ ବୌଠକରେ ସୋମବାର ଏକ୍ରାମକ୍ଷେତ୍ର ଯୋଜନା ସର୍ମ୍ଫକରେ ଏକ ବିସ୍ତୁତ ଉପସ୍ଥାପନା କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ନିକଟରେ ୬୬ଏକର ପରିମିତି ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ସିଙ୍ଗରାଜ ମନ୍ଦ୍ିର ଚର୍ତୁପାଶ୍ୱର୍ରେ ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଆଧ୍ୟତ୍ମିକ ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଠି କରାଯାଉଛି । ପୁର୍ବରୁ ୧୦-୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମାଗମ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏହି ନୁଆ ଯୋଜନା ପରେ ଦୁଇ ଲକ୍ଷରର ଅଧିକ ଲୋକଙ୍କ ମନ୍ଦିର ସମ୍ମୁଖରେ ସମାଗମ ହୋଇପାରିବ । ଏହି ସମସ୍ତ କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଉଛନ୍ତ୍ି । ବୈଠକରେ ମନ୍ତ୍ରୀ ଅଶୋକ ପଣ୍ତା ,ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତ୍ିତ ମତାମତା ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି)ଭିକେ ପାଣ୍ତିଆନ ଆଲୋଚନାକୁ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular