spot_img

ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ

ଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏକ ଦୂଷିତ ଘନ ବଳୟ ଦିଲ୍ଲୀକୁ ଆଚ୍ଛାଦିତ କରି ରଖିଥିବା ବେଳେ ବୈଜ୍ଞାନିକ ଏବଂ ଡାକ୍ତରମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବାୟୁ ପ୍ରଦୂଷଣ କୋଭିଡ ସମସ୍ୟାକୁ ଅଧିକ ଜଟିଳ କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । କରୋନା ଏବଂ ବାୟୁ ପ୍ରଦୂଷଣ ଉଭୟ ଫୁସଫୁସକୁ ସାଘାତିକ କ୍ଷତି ପହଞ୍ଚାଇଥାଏ । ତେଣୁ ବର୍ତ୍ତମାନ ସ୍ଥିତିରେ ସୁଦ୍ଧ ବାୟୁ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular