spot_img

ବିଜ୍ଞାପନକୁ ନେଇ ଅଡୁଆରେ ଆଲିଆ ଭଟ୍ଟ

ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଙ୍କ ବଢିଛି ଅଡୁଆ | ନିଜ ବ୍ୟକ୍ତିଗତ ଜୀବନ ନେଇ ସେ ଖୁବ ଚର୍ଚ୍ଚାରେ ଥାଆନ୍ତି | ସବୁବେଳକେ କିଛି ନ କିଛି କାରଣକୁ ନେଇ ବିବାଦରେ ଫସିଥାନ୍ତି ବଲିଉଡ କଳାକାର | କିନ୍ତୁ ବର୍ତ୍ତମାନ ଆଲିଆ ତାଙ୍କର ଏକ ବିଜ୍ଞାପନକୁ ନେଇ ଅଡୁଆରେ ପଡି ଯାଇଛନ୍ତି | ମୋହେ ଫ୍ୟାଶନ ବ୍ରାଣ୍ଡରେ ଏକ ବିଜ୍ଞାପନ କରିଥିଲେ | ଯେଉଁଥିରେ ସେ କନ୍ୟାଦାନ ଭଳି ଏକ ଶବ୍ଦ ବ୍ୟବହାର କରିଥିଲେ | ଯାହାକୁ ନେଇ ତାଙ୍କୁ ଏବେ ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି ଲୋକେ | କଙ୍ଗନା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି | ସେ କହିଛନ୍ତି ଏପରି ବିଜ୍ଞାପନ ଗୁଡିକୁ ବ୍ୟାନ କରିବା ଉଚିତ | ଯେଉଁମାନେ ତାଙ୍କ ପୁଅକୁ ସୀମାରେ ଛାଡ଼ୁଛନ୍ତି ଓ ସେମାନେ କେବେ ଫେରୁ ନାହାନ୍ତି ତାମାନେ ତାଙ୍କ ଅଭିଭାବକ କଣ ସେମାନଙ୍କୁ ଦାନ କରିଛନ୍ତୁ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular