ବ୍ୟୁରୋ ରିପୋର୍ଟ: କିଏ ଜିତିବ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ବର୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ନା ତାଙ୍କ ପ୍ରତିଦ୍ୱନ୍ଦୀ ଜୋ ବାଇଡନ୍ । ଏନେଇ ଭବିଷ୍ୟବାଣୀ କରିଛନ୍ତି ୩୫ ବର୍ଷ ଧରିି ସଠିକ୍ ଭବିଷ୍ୟବାଣୀ କରିଆସୁଥିବା ଏଲେନ ଲିଚ୍ମ୍ୟାନ । ତେବେ ଏଥର ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାସ୍ତ ହେବେ ଏବଂ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥି ଜୋ ବାଇଡନ୍ ହ୍ୱାଇଟ ହାଉସ୍ ରେସ୍ ଜିତୁଛନ୍ତି ବୋଲି ଭବିଷ୍ୟବାଣୀ କରିଛନ୍ତି ଲିଚ୍ମ୍ୟାନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0