spot_img

ଦିଦି ଉଦଘାଟନ କଲେ ଦୁର୍ଗାପୂଜା ପେଣ୍ଡାଲ

ବ୍ୟୁରୋ ରିପୋର୍ଟ: ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ପୂଜା ମଣ୍ଡପରେ ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ସେହିପରି ଜଲପାଇଗୁଡି, ଦାର୍ଜିଲିଂ, ଉତର ଓ ଦକ୍ଷିଣ ଦିନାଜପୁର, ମାଲଦା, ନଦିଆ ଆଦି ବିଭିନ୍ନ ଜିଲ୍ଲାର ୬୯ଟି ପୂଜା ମଣ୍ଡପକୁ ଭିଡିଓ କନଫରେନ୍ସି ମାଧ୍ୟମରେ ଦିଦି ଉଦଘାଟନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular