ବ୍ୟୁରୋ ରିପୋର୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପତି କେତେ । ନିଜେ ମୋଦି ଦେଇଥିବା ସୂଚନା ଅନୁସାରେ ତାଙ୍କର ମୋଟ୍ ସ୍ଥାବର ଅସ୍ଥାବର ସମ୍ପତିର ପରିମାଣ ପ୍ରାୟ ୨ କୋଟି ୮୫ ଲକ୍ଷ ଟଙ୍କା ହେବ । ୨୦୧୯ ମସିହାରେ ମୋଦିଙ୍କର ମୋଟ୍ ସମ୍ପତିର ମୂଲ୍ୟ ଥିଲା ୨ କୋଟି ୪୯ ଲକ୍ଷ, ଯାହା ଗତ ଜୁନ ୩୦ ସୁଦ୍ଧା ପହଂଚିଛି ୨ କୋଟି ୮୫ ଲକ୍ଷରେ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ସହ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଅର୍ଥର ମୂଲ୍ୟ ବୃଦ୍ଧି ହୋଇଥିବାରୁ ତାଙ୍କ ମୋଟ ସମ୍ପତିର ମୂଲ୍ୟ ବଢିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0