spot_img

ଆନନ୍ଦପୁରରେ ଡ୍ରେନ ସମସ୍ୟା , ଠିକା କମ୍ପାନୀର ଠକାମି

ଆନନ୍ଦପୁର : ଆନନ୍ଦପୁରରେ ଡ୍ରେନକୁ ନେଇ ବଡ ସମସ୍ୟା ଦେଖାଦେଇଛି । ଡ୍ରେନ ପାଣି ଜମି ରହୁଥିବାରୁ ବିଭିନ୍ନ ପ୍ରକାର ରୋଗକୁ ଆମନ୍ତ୍ରଣ କରିବା ସହ ଲୋକମାନଙ୍କ ଯିବା ଆସିବାରେ ଅସୁବିଧା ଉପୁଜୁଛି । ବହୁବାର ଏହି ଡ୍ରେନରେ ଲୋକମାନେ ଖସି ପଡୁଥିବାର ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ସ୍ଥାନୀୟ ଗାୟତ୍ରୀ କମ୍ପାନୀ ନାମକ ଠିକା ସଂସ୍ଥା ଏହି ଡ୍ରେନ କାମ କରିଥିଲା । କାମର ଗୋଟିଏ ବର୍ଷ ନ ପୁରୁଣୁ ଅବସ୍ଥା ଶୋଚନୀୟ ହୋଇପଡିଲାଣି । ପାଣି କୁଆଡେ ପାସ୍ କରୁନଥିବା ବେଳେ ଡ୍ରେନ ଉପରେ ସ୍ଲାପ ସୁଦ୍ଧା ନାହିଁ । ତେଣୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular