spot_img

ସଲମାନଙ୍କ ଅପକମିଙ୍ଗ ଫିଲ୍କ ‘ଅନ୍ତିମ’

ସୁଟିଂରେ ବିଜି ଅଛନ୍ତି ବଲିଉଡ଼ ଭାଇଜାନ । ସଲମାନ ନିଜର ଅପକିମଙ୍ଗ ଫିଲ୍କ ‘ଅନ୍ତିମ’ କୁ ନେଇ ଏବେ ବେସ ଉତ୍ସାହିତ ଅଛନ୍ତି । ଏହି ଫିଲ୍କରେ ସଲମାନ ଏକ ପୋଲିସ ଭୂମିକାରେ ନଜର ଆସିବେ ।

ଫିଲ୍କର ନିଦେ୍ର୍ଦଶନା ମହେଶ ମଞ୍ଜେରକର ଦେଇଥିବା ବେଳେ ଫିଲ୍କଟି ଏକ ମରାଠୀ ଫିଲ୍କ ‘ମୁଲ୍ସି ପାର୍ଟନ’ର ହୀନ୍ଦୀ ରିମେକ ହୋଇଛି।

ଏଥିରେ ସଲ୍ମାନଙ୍କ ବିପକ୍ଷରେ ଅଭିନେତା ଆୟୂଷ ଶର୍ମା ନଜର ଆସିବେ। ଗ୍ୟାଙ୍ଗଷ୍ଟର ଓ ପୋଲିସ ମଧ୍ୟରେ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଛି ବୋଲି ନିର୍ମାତାମାନେ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular