ଭୁବନେଶ୍ବର : ଲକ୍ ଡାଉନ୍ ସମୟରେ ବିଭିନ୍ନ ଲୁଟେରା ଗ୍ୟାଙ୍ଗ୍ ଏବଂ ଅପରାଧୀମାନେ ବେଶ୍ ସକ୍ରିୟ ହୋଇପଡିଛନ୍ତି । ବିଭିନ୍ନ ସ୍ଥାନରେ ଲୁଟ୍ ତରାଜ ଘଟଣା ଅନେକ ସମୟରେ ଘଟୁଛି । ଭୁବନେଶ୍ବର ଇନ୍ଫୋସିଟି ଥାନା ଅନ୍ତର୍ଗତ ପଟିଆ କାନନବିହାର ଅଞ୍ଚଳରୁ ଧରା ପଡିଲେ ଲୁଟେରା ଗ୍ୟାଙ୍ଗ । ବାଇକ୍ ଚୋରି କରୁଥିବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ଧରାପଡିଥିବା ଜଣାପଡିଛି । ଲୁଟେରାମାନଙ୍କୁ ନିର୍ଘାତ ମାଡ଼ ମାରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଲୁଟ୍ ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0