ବଲିଉଡ଼ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଆଜି ହେଉଛି ଜନ୍ମଦିନ | ସେ ଆଜି 24 ବର୍ଷ ବୟସରେ ପାଦ ଦେଇଛନ୍ତି | କିନ୍ତୁ ଘରେ ଏହି ଜନ୍ମ ଦିନ ପାଳନ କରୁଛନ୍ତି ଆର୍ଯ୍ୟନ | ନିରାଡ଼ମ୍ବର ଭାବରେ ସେ ନିଜର ଜନ୍ମ ଦିନ ପାଳନ କରୁଛନ୍ତି | ଗତ କିଛି ଦିନ ଧରି ତାଙ୍କ ଜୀବନର ପୃଷ୍ଠା ଓଲଟପାଲଟ ହୋଇପଡ଼ିଥିଲା | ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ତାଙ୍କୁ ଗିରଫ କରି ଜେଲ ପଠାଇଦେଇଥିଲେ | ଶାହରୁଖ ଖାନ ତାଙ୍କ ପୁଅକୁ ଲାଇମଲାଇଟରୁ ଦୁରେଇ ରଖିବାକୁ ଚାହୁଁଛନ୍ତି | ମାନ୍ନତ ଭିତରେ ଏକ ଛୋଟିଆ ସେଲିବ୍ରେସନ କରିଛନ୍ତି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0