spot_img

ଏଟିପି ଫାଇନାଲରୁ ବାଦ ପଡିଲେ ନଡାଲ

ନୂଆଦିଲ୍ଲୀ: ଏଟିପି ଫାଇନାଲରୁ ବାଦ ପଡିଛନ୍ତି ରାଫେଲ ନାଡାଲ । ତେବେ ଏଟିପି ଫାଇନାଲ ମୁକାବିଲାରେ ଡେନିଲ ମଦବେଦେନଙ୍କ ବିରୁଦ୍ଧରେ ଅଷ୍ଟ୍ରିୟାର ଡୋମିନିକ ଥିମ ଖେଳିବେ । ତେବେ ମଦବେଦେନ ସେମିଫାଇନାଲରେ ପ୍ରଥମ ସେଟ ହରାଇବା ପରେ ମଧ୍ୟ ରାଫେଲ ନାଡାଲଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ପ୍ରଥମ ସେଟରେ ନଡାଲ ଆଗରେ ଥିଲେ । କିନ୍ତୁ ଦ୍ୱିତୀୟ ସେଟରେ ସେ ୦-୩ରେ ପଛରେ ରହିଯାଇଥିଲେ । ୨୦ଥର ଗୈ୍ରଂଡ ସ୍ଲେମ ବିଜେତା ନାଡାଲ ୫-୪ରେ ଖେଳକୁ ନିଜ ପକ୍ଷକୁ କରିଥିଲେ । କିନ୍ତୁ ବିପକ୍ଷର ଥିବା ମଦବେଦେନ ହାର ନ ମାନି ମ୍ୟାଚକୁ ନିଜ ନାମରେ କରିବାରେ ସମର୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular