ନୂଆଦିଲ୍ଲୀ: ଭାରତୀୟ ସିନିୟର ମହିଳା ଦଳର କ୍ୟାମ୍ପରେ ସାମିଲ ହେଲେ ଦୁଇ ଓଡିଆ ଝିଅ ଯବାମଣି ଟୁଡୁ ଓ ପ୍ୟାରୀ ଖାଖା । ଲକଡାଉନ ପରେ ଭାରତୀୟ ସିନିୟର ମହିଳା ଦଳର କ୍ୟାମ୍ପ ଡିସେମ୍ବର ୧ରୁ ଗୋଆରେ ଆରମ୍ଭ ହେବାକୁ ଯାଉଛି । ତେବେ ୩୦ ଜଣ ଖେଳାଳିଙ୍କ ମଧ୍ୟରେ ଦୁଇଜଣ ଓଡିଆ ସ୍ଥାନ ପାଇ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ମୁଖ୍ୟ କୋଚ ଭାବେ ମେମୋଲ ରକି ଏହି ଖେଳାଳିଙ୍କୁ ତାଲିମ ଦେବେ । ଅନ୍ୟପଟେ ଭାରତୀୟ ଦଳର ଡାକ୍ତର ଶେରଭିନ ଶେରିଫ ଖେଳାଳିମାନଙ୍କ ପାଇଁ ଏସଓପି ପ୍ରସ୍ତୁତ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0