spot_img

ଗଞ୍ଜାମ: ସବରେଜିଷ୍ଟ୍ରାର ଅଫିସରେ ହଣାକଟା

ଗଞ୍ଜାମ: ଦିଗପହଣ୍ଡି ସବରେଜିଷ୍ଟ୍ରାର ଅଫିସରେ ହଣାକଟା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ଜମି ବାଡି କିଣାବିକାକୁ କେନ୍ଦ୍ର କରି ଆକ୍ରମଣ । ସବରେଜିଷ୍ଟ୍ରର ଅଧିକାରୀଙ୍କ ସମ୍ମୁଖରେ ହାଣିଲେ ସମ୍ପର୍କୀୟ ଭାଇ । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରିର ୨ଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଆହତ ବ୍ୟକ୍ତିଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular