spot_img

ଘଷିପୁରାରେ ବାବା ମୋହିନୀ ମହାରାଜଙ୍କ ଦେହାନ୍ତ

ଘଷିପୁରା: ଘଷିପୁରାରେ ବାବା ମୋହିନୀ ମହାରାଜଙ୍କ ଦେହାନ୍ତ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ସେ ଜଣେ ମେଳାପୀ ମିଷ୍ଟମାସୀ ଓ ପରପୋକାରୀ ବାବା ଥିଲେ । ତାଙ୍କ ଦେହାନ୍ତରେ ଘଷିପୁରାର ମହାନ କବି ଆଶୋକ କୁମାର ପୂହନା , ଅଜୟ ମିଶ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ଅନ୍ତିମ ସଂସ୍କାର ପାଇଁ ପୁରୀ ସର୍ଗ ଦ୍ୱାର କୁ ନିଆଯାଇଛି । ବାବାଙ୍କ ଦେହାନ୍ତରେ ଘଷିପୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular