ଭୁବନେଶ୍ୱର: ବିଧାନସଭା ପୂର୍ବରୁ ହେବନି କରୋନା ଟେଷ୍ଟ । କୋଭିଡ କଟକଣାରେ ଚାଲିବ ବିଧାନସଭା ଅଧିବେଶନ । ଏଥର ବିଧାନସଭା ପୂର୍ବରୁ ହେବନି କରୋନା ଟେଷ୍ଟ । ସାମାଜିକ ଦୂରତା ରଖି ଚାଲିବ ବିଧାନସଭା । ପ୍ରଶ୍ନକାଳ ରହିବ କି ନାହିଁ ସର୍ବଦଳୀୟ ବୈଠକରେ ହେବ ନିଷ୍ପତ୍ତି । ମାସ୍କ ବାଧ୍ୟତାମୂଳକ , ଏଣ୍ଟ୍ରି ବେଳେ ହେବ ତାପମାତ୍ରା ଯାଞ୍ଚ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0