ନୂଆଦିଲ୍ଳୀ: ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଳିଛି ପୁଣି ଏକ ବଡ ଝଟକା । ଭୋଟ ପୁନଃଗଣତିରେ ବାଜି ମାରିଲେ ଜୋ ବାଇଡେନ । ଡେମୋକ୍ରାଟିକ୍ ପାର୍ଟି ନେତା ଡୋନାଲଡ୍ ଟ୍ରମ୍ପ ଭୋଟ ଗଣତିରେ ଜାଲିଆତି ଅଭିଯୋଗ ଆଣି କୋର୍ଟର ଆଶ୍ରୟ ନେଇଥିଲେ । ତେବେ ଆମେରିକାର ଅଳ୍ପ କେତୋଟି ରାଜ୍ୟରେ ପୁନଃଗଣତି ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ । ୱିସ୍କନ୍ସିନ୍ ରାଜ୍ୟରେ ଭୋଟ ପୁନଃଗଣତି ହୋଇଥିବା ବେଳେ ଜୋ ବାଇଡେନଙ୍କୁ ମିଳିଛି ଅଧିକ ଭୋଟ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0