ବାଲେଶ୍ୱର : ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମର ସଫଳତା ପାଇଁ ବାଲେଶ୍ୱର ଏସପିଙ୍କ ଦ୍ଵାରା ଜଳେଶ୍ବର ଥାନା ପରିସରରେ ପ୍ରେସ ମିଟ । ପ୍ରେସ ମିଟ ଦ୍ୱାରା ଅଗାମୀ ଦିନରେ ଏହି ନିଶା କାରବାରକୁ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ତଦନ୍ତ ଜାରି ରଖିଛି।ଗତ ତିନି ମାସ ମଧ୍ୟରେ ବାଲେଶ୍ଵରରେ ମୋଟ ସାତ କେଜି ବ୍ରାଉନସୁଗର ଜବତ ସହ ୬୪ ଜଣକୁ ଗିରଫ କରାଯାଇଛି।ଏହା ସହ ଅନେକ ମୋବାଇଲ ଫୋନ ଓ ବାଇକ ମଧ୍ୟ ଜବତ କରାଯାଇଛି।ତେବେ ଜଳେଶ୍ବରରେ ଅଧିକରୁ ଅଧିକ ନିଶା ଦ୍ରଵ୍ୟକୁ ଜବତ କରିବାରେ ସଫଳତା ପାଇଛି ଜଳେଶ୍ଵର ପୋଲିସ।ଆଗାମୀ ଦିନରେ ଏହାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0