spot_img

ବିରାଟଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କଲେ ପୂର୍ବତନ ବ୍ୟାଟସମ୍ୟାନ୍ ବିରେନ୍ଦ୍ର ସେହ୍ୱାଗ

ବିରାଟ କୋହଲିଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କଲେ ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ୍ ବିରେନ୍ଦ୍ର ସେହ୍ୱାଗ । ସେ ଦ୍ୱିତୀୟ ଟି୨୦ରେ କୋହଲିଙ୍କ ୭୩ରନର ଇନିଂସକୁ ପ୍ରଶଂସା କରିଛନ୍ତି ।ଏହାସହ ସହ ଯେପରି ଭାବେ କୋହଲି ଭାରତକୁ ଜିତାଇ ପ୍ୟାଭିଲିୟନ ଫେରିଲେ ତାହା ସଚିନଙ୍କୁ ମନେ ପକାଉଛି ବୋଲି ସେହ୍ୱାଗ କହିଛନ୍ତି ।ସେହ୍ୱାଗ କହିଛନ୍ତି କୋହଲିଙ୍କ ଦିନ ଭଲ ଥିଲେ ସେ ସମସ୍ତ ଫର୍ମାଟରେ ଭଲ ଖେଳିଥାନ୍ତି । ତେନ୍ଦୁଲକର ମଧ୍ୟ ଏହା ଭାବି ଖେଳୁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରାଟଙ୍କ ବ୍ୟାଟିଂ ସଚିନଙ୍କ ସହ ମେଳ ଖାଉଛି । ସମସ୍ତ ଫର୍ମାଟରେ ଉଭୟ ଭଲ ଖେଳିଥାନ୍ତି । ଇଶାନ କିଷାନ, ଋଷଭ ପନ୍ତଙ୍କ ଭଳି ଯୁବ ଖେଳାଳି ବିରାଟଙ୍କଠୁ ବହୁତ କିଛି ଶିଖିବା ଦରକାର ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular