ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରେନ ନମ୍ବର ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସ ଆଜି ମୁମ୍ବାଇରୁ ବାତିଲ ହୋଇଛି । ରେଳଲାଇନରେ ବର୍ଷା ଜଳ ଥିବାରୁ ଟ୍ରେନ ଚଳାଳଚରେ ବାଧା ଉପୁଜିଛି । ସେହିଭଳି ଟ୍ରେନ ନମ୍ବର ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱରରୁ ସେପ୍ଟେମ୍ବର ୨୫ରେ ବାତିଲ କରି ଦିଆଯାଇଥିବା ରେଳବାଇ ସୂତ୍ରରୁ ସୂଚନା ମିଳିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0