spot_img

ଦଦାବଟି ରୋକିବା ପାଇଁ ହେଲ୍ପଲାଇନ ନମ୍ବର ଜାରିକଲା କମିଶନରେଟ ପୁଲିସ

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ସାରଦୀୟ ଦୁର୍ଗା ପୂଜା । ତେବେ ପୂଜା ବଜାରରେ ଦିନକୁ ଦିନ ବଢିବାରେ ଲାଗିଛି ଦାଦାବଟି ଆଦୟ ପ୍ରକିୟା । ଏହାକୁ ରୋକିବା ପାଇଁ ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏନେଇ ପୁଲିସ ମହାନିଦେ୍ର୍ଦଶକ ଅଭୟ ଗଣମାଧ୍ୟମ ଆଗରେ ସ୍ଫଷ୍ଟ କରିଛନ୍ତି । ଏହି ହେଲ୍ପଲାଇନ ନମ୍ବରଟି ହେଲା ୯୯୩୮୯୧୦୦୦୦ । ତେବେ ଟୁଇନ ସିଟିରେ ହିଁ କେବଳ ଏହି ନିୟମ ଲାଗୁ ହେବ । ଏହା ସହ ଗ୍ଦଜ୍ଞଗ୍ଦ ମେସେଜ ମାଧ୍ୟମରେ ମଧ୍ୟ ଅଭିଯୋଗ କରିହେବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular