spot_img

ଅର୍ଥାଭାବ ପାଇଁ ହୋଇପାରୁନି ଶୁଦ୍ଧି କ୍ରିୟା, ସାହାଯ୍ୟ ପାଇଁ ଆକୁଳ ନିବେଦନ କଲେ ଭିକୁ ସେଠଙ୍କ ପତ୍ନୀ

ବାଲେଶ୍ୱର: ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ଭିକୁ ସେଠଙ୍କ ଅକାଳ ବିୟୋଗ ପରେ ଭାଙ୍ଗି ପଡିଛି ତାଙ୍କ ପୁରା ପରିବାର । ଏପରିକି ତାଙ୍କ ଶୁଦ୍ଧି କ୍ରିୟା ପାଇଁ ଟଙ୍କା ନାହିଁ । କେମିତି କରିବେ ସ୍ବାମୀଙ୍କ ଶୁଦ୍ଧି କାମ, ଆଉ ଝିଅ ପାଠ ପଢା ପାଇଁ ଟଙ୍କା କେଉଠୁ ଆସିବ । ଏକଥା ଭାବି ଭାବି ମହେନ୍ଦ୍ରଙ୍କ ପତ୍ନୀଙ୍କ ଆଖିରୁ ଶୁଖୁନି ଲୁହ । ସୂଚନାଯୋଗ୍ୟ, ମହେନ୍ଦ୍ର ଦାସଙ୍କର ତିନି ଝିଅ । ଦୁଇ ଝିଅଙ୍କର ବିବାହ ହୋଇ ସାରିଥିବା ବଳେ ସାନ ଝିଅ ଏବେ ପାଠ ପଢୁଛନ୍ତି । ଗତ ୧୨ ତାରିଖ ଦିନ ହୃଦଘାତରେ ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular