ଆସନ୍ତା ୧୯ତାରିଖଠାରୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନେ ଦିନ ବେଳା ବୁଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି ସମୟରେ ଉଭୟ ପର୍ଯ୍ୟଟକ, ବନ କର୍ମଚାରୀ, ବୋଟ ଚାଳକମାନେ କୋଭିଡ କଟକଣା ମାନିବା ସହିତ ଜାତୀୟ ଉଦ୍ୟାନର ସୁରକ୍ଷା ପ୍ରତି ଯତ୍ନ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଆସନ୍ତା ୧୯ତାରିଖରେ ସର୍ବାଧିର ୫ଶହ ଯାତ୍ରୀ ପ୍ରବେଶ କରିପାରିବେ ବୋଲି ଆଉ ଥରେ ନିର୍ଦ୍ଦେଶ ଦେଇଛନ୍ତି ସରକାର ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0