spot_img

ଭୁବନେଶ୍ୱରର ସଙ୍କେତ ରାଏଙ୍କୁ ଦିଆଗଲା କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ-ପଶ୍ଚିମ ଏସିଆର ପରିଚାଳନା ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଶାର ପୁଅକୁ କୋକାକୋଲା ଦେଲା ବଡ଼ ଦାୟିତ୍ବ । ବିଶ୍ବର ଅଗ୍ରଣୀ ମୃଦୁ ପାନୀୟ କମ୍ପାନୀ କୋକାକୋଲା ସଙ୍କେତ ରାଏଙ୍କୁ ଭାରତ ଓ ଦକ୍ଷିଣ-ପଶ୍ଚିମ ଏସିଆ କ୍ଷେତ୍ର ପରିଚାଳନା ସଭାପତି ଭାବେ ନିଯୁକ୍ତି ଦେଇଛି । ସଂକେତ ରାଏଙ୍କ ଘର ଭୁବନେଶ୍ବର। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ମେନ୍ଲ୍ୟାଣ୍ହ ଚାଇନାର ମୁଖ୍ୟ ପରିଚାଳନା ଅଧିକାରୀ ଥିବା ସଙ୍କେତ ଟି କ୍ରିଷ୍ଣାକୁମାରଙ୍କ ସ୍ଥାନ ନେବେ। ଯିଏକି ବର୍ତ୍ତମାନ ଭାରତ ଓ ଦକ୍ଷିଣ-ପଶ୍ଚିମ ଏସିଆ ୟୁନିଟ୍ର ସଭାପତି ଅଛନ୍ତି। ପରେ ଇଣ୍ଡିଆ ୟୁନିଟ୍ର ଅଧ୍ୟକ୍ଷ ହେବେ ଟି କ୍ରିଷ୍ଣାକୁମାର।

LEAVE A REPLY

Please enter your comment!
Please enter your name here

- Advertisment -

Most Popular