ଆଠମଲ୍ଲିକ: ଆଠମଲ୍ଲିକ ବିଜେଡି ବିଧାୟକ ରମେଶ ଚନ୍ଦ୍ର ସାଏ ଙ୍କୁ ପ୍ରଶ୍ନ ବାଣରେ ଘେରିଲେ ଲୋକେ । ନିଜ ନିର୍ବାଚନ ମଣ୍ଡଳୀ ଅନଗୁଳ ଜିଲ୍ଲା ଆଠମଲ୍ଲିକ ବିଜେଡି ବିଧାୟକ ଲୋକଙ୍କ ଠାରେ ହଟହଟା ହେଉଛନ୍ତି। ଉଲୁଥୁ ଠାରେ ହେବାକୁଥିବା ମେଘା ଉଠା ଜଳସେଚନ ପ୍ରକଳ୍ପକୁ କେଉଁ କାରଣ ପାଇଁ ପତାକା ଗ୍ରାମ କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସ୍ଥାନୀୟ ଉଲୁଥୂ ଗ୍ରାମ ବାସୀ ପ୍ରଶ୍ନ କରିଥିଲେ । ନିଜେ ବିଧାୟକ ଶ୍ରୀ ସାଏ ଉଳୁଥୁ ବାସୀଙ୍କୁ ପ୍ରତିଶୁତି ଦେଈ ପ୍ରତାରଣା କରିଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0