ଅଣ୍ଡାଗ୍ରାମରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଖୋଦ୍ଧା ଜିଲ୍ଲା ନିକଟବର୍ତ୍ତୀ ଅଣ୍ଡା ଗ୍ରାମରେ ବିଭିନ୍ନ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସ୍ୱେଜ୍ଝା ସେବୀ ଅନୁଷ୍ଠାନ ‘ ସୋସାଇଟ ଫର ବ୍ରାଇଟ ଫିଉଚର ‘ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୀତଦିନ ଥିବାରୁ ଅଞ୍ଚଳର ପାଖାପାଖି ୧୦୦ ଜଣ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚନ୍ୟାୟଳର ରେଜିଷ୍ଟାର ଶ୍ରୀ ଲଳିତ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ଏକ ମହତ୍ତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏଥି ସହ ସଭାରେ ସ୍ୱେଜ୍ଝା ସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0