spot_img

ବିଏମସି ଅଫିସର ଅଡ଼ିଟ୍ ସେକ୍ସନ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି ) କାର୍ଯ୍ୟାଳୟରେ ପୁଣି ପଶିଛି କରୋନା । ବିଏମସି ଚିଫ୍ ଅଡ଼ିଟର ଓ ଜଣେ ପିଅନ କରେନା ପଜିଟିଭ ବାହାରିଥିବା ଜଣାପଡ଼ିଛି । ଏହା ପରେ ଅଡ଼ିଟ ସେକସନକୁ ସିଲ୍ କରାଯିବା ସହ ଅଫିସଙ୍କୁ ସାନିଟାଇଜ କରାଯାଇଛି ।

ବିଏମସ ଅଫିସରରେ କରୋନା ବାହାରିବା ପରେ ୯୬ଜଣ କର୍ମଚାରୀଙ୍କ ରାପିଡ଼୍ (ଆଣ୍ଟିଜେନ) ଟେଷ୍ଟ କରାଯାଇଛି । ରିପୋର୍ଟ ସମ୍ପର୍କରେ ବିଧିବଦ୍ଧ ସୂଚନା ମିଳିପାରିନାହଁ । ନିକଟରେ ବିଏମସି ଅଫିସରେ ଜଣେ ବରିଷ୍ଠ ଅଧିକାରୀଙ୍କ ପତ୍ନୀ କରୋନା ପଜିଟିଭ ବାହାରଥିଲେ । ଏହା ପରେ ସଂପୃକ୍ତ ଅଫିସର ଚଳପ୍ରଚଳ ହେଉଥିବା ସେକସନକୁ ସାନିଟାଇଜ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular