ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି ଯେ, ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ଦୁଇ ଦନ ତଳେ ବାଚସ୍ପତିଙ୍କ ସହ ମୋର ଆଲୋଚନା ହୋଇଥିଲା । ବାଚସ୍ପତି ଖୁବଶୀଘ୍ର ବିଧାନସଭା ଅଧିବେଶନ ଡ଼ାକିବେ ବୋଲି କହିଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0