spot_img

ପୂର୍ବଶତ୍ରୁତାକୁ ନେଇ ଗାଁରେ ବୋମାମାଡ଼

ଚାନ୍ଦବାଲି : ଚାନ୍ଦବାଲି  ବ୍ଲକ ମାଧପୁର ପଞ୍ଚାୟତ କୁଣ୍ଡିଆ ସାହି ଗାଁରେ ବୋମାମାଡ଼ । ପୂର୍ବ ଶତ୍ରୁତାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ତେବେ ବୋମାମଡ଼ରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ଜଣପାଡିଛି । ତାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ ଘଟଣାସମ୍ପର୍କରେ  ଖବର ପାଇ ପୋଲିସ ଗଁ।ରେ ପହଁଚି ତଦନ୍ତ ଆରମ୍ଭ କରିଛି । ବୋମା ମାଡ଼ ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular