କାକଟପୁର: ଦୀପାବଳି ଅବସରରେ ମା ମଙ୍ଗଳା ଙ୍କ ମନ୍ଦିର ସମୁଖରେ ଜଳିଲା ପାଞ୍ଚ ଫୁଟ ର ମହମ ବତୀ ଜାଳିଲେ ଯୁବକ । କୁଣ୍ଢେଶ୍ୱର ଗ୍ରାମ ର ସତ୍ୟପ୍ରିୟ ଦାସ ତିନି ଦିନ ପରିଶ୍ରମ କରି ଏହି ମହବତୀ ଟିକୁ ତିଆରି କରିଥିଳେ । ସେ ୯ କିଲୋ ଗ୍ରାମ ମହମରେ ଏହି ପାଞ୍ଚଫୁଟ ଉଚ୍ଚ ମହମବତୀଟିକୁ ତିଆରି କରିଥିଲେ । କରୋନା କବଳ ରୁ ବିଶ୍ୱ ବାସୀ ଙ୍କୁ ଉଦ୍ଧାର କରିବାପାଇଁ ସତ୍ୟବ୍ରତ ଏହି ମହମବତୀ ଙ୍କୁ ମା ମଙ୍ଗଳା ଙ୍କ ସମୁଖ ରେ ଜାଳିଥିଲେ ।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0