ବାଣପୁର ପ୍ରତାପ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା । ଆଜି ସହିଦ ଦୀବସ । ୨୦୧୯ ଫେବୃଆରୀ ୧୪ରେ ହୋଇଥିଲା ପୁଲୱାମା ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ମନେପକାଇବା ପାଇଁ ଏପରି କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଏହି କାର୍ଯ୍ୟରେ ବାଇକ ରାଲି ଓ ଗୋଦାବରୀଶ ମହାବିଦ୍ୟାଳୟର ସ୍କାଉଟ ଗାଇଡ଼ ଭଲିଣ୍ଟେର ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକରେ ସଭାପତି ଗୌରାଙ୍ଗ ସ୍ୱାଇଁଙ୍କ ସମେତ ଅନେକ ସ୍କୁଲ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0