spot_img

ବନ୍ଦ କଲା ୫୦୦ ବିବାଦୀୟ ଆକାଉଣ୍ଟ

ଜବାବ ଦେଲା ଟୁଇଟର । ବନ୍ଦ କଲା ୫୦୦ ବିବାଦୀୟ ଆକାଉଣ୍ଟ । କେନ୍ଦ୍ର ସରକାର ୧ହଜାର୧୭୮ ଟ୍ୱିଟର ଆକାଉଣ୍ଟବନ୍ଦ ପାଇଁ ନିଦେ୍ର୍ଦଶ ଜାରି କରିଥିଲେ । ଏହାର ଉତ୍ତରରେ ଟ୍ୱିଟର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆକାଉଣ୍ଟମଧ୍ୟରୁ ୫୦୦କୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସେହିପରି କେତେକ ବିବାଦୀୟ ହାସ ଟ୍ୟାଗକୁ ହଟାଇ ଦିଆଯାଇଛି । ଦ୍ୱିଲ୍ଲୀ ଟ୍ରାକ୍ଟର ରାଲି ହିଂସା ପରେ ସାମାଜିକ ସ୍ଥିତି ବିଗାଡ଼ିବା କଣ୍ଟେଟ ସୋସିଆଲ ମିଡ଼ିଆ ଦେଖାଦେଇଥିଲା । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଦେ୍ର୍ଦଶ ଜାରି ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular