ଭାରତ ପାକିସ୍ତାନ ସୀମା ଅମୃତସରଠାରେ ଶେଷ ହେଲା ନିର୍ମାଣଧିନ ତାରବାଡ଼ କାମ । ଏହି ତାରବାଡ଼ଟି ୭.୧୮ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ଏସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ଏହି ତାରକୁ କାଟି ହେବ ନାହିଁ କି ଏଥିରେ କଳଙ୍କି ମଧ୍ୟ ଲାଗିବ ନାହିଁ । ଏହି ପ୍ରକଳ୍ପକୁ ୨୦୧୯ରେ ମଞ୍ୁରୀ ମିଳିଥିଲା । ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0