spot_img

ଆଖଣ୍ଡଳମଣି ପୀଠର ଗର୍ଭଗୃହ ଯାଂଚ

ଭଦ୍ରକ: ବାବା ଆଖଣ୍ଡଳମଣି ପୀଠ ଗସ୍ତ କଲେ ଦେବୋତ୍ତର ବିଭାଗର କମିଶନର , ଅତିରିକ୍ତ ସହକାରୀ କମିଶନର । ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡି ଗସ୍ତ କରି ମନ୍ଦିର ଭିତରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ଯାଂଚ କରିଛନ୍ତି ।

ପ୍ରଥମେ ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଯାଇ ଦୀର୍ଘ ବର୍ଷ ହେଲା ଦେଖା ଦେଇଥିବା ସମସ୍ୟାର ଯାଂଚ କରିଥିଲେ ଦେବୋତ୍ତର ବିଭାଗ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular