ନୂଆଦିଲ୍ଳୀ: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ କରୋନା ପ୍ରତିଷେଧକ ଟିକା ଅଣାଯିବ । ତେବେ ଏନେଇ ସିରମ ଇନଷ୍ଟିଚୁ୍ୟଟର ସିଇଓ ଅଦାର ପୁନାୱାଲା ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ସରକାର କେତେ ପରିମାଣର ଟିକା କିଣିବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସିଠିକ ଖବର ନଥିଲେ ବି ୨୯୨୧ ଜୁଲାଇ ସୁଦ୍ଧା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୩୦୦ ରୁ ୪୦୦ ନିୟୁତ ଟିକା କିଣାଯିବାର ଯୋଜନା ଅଛି ବୋଲି ସେ କହିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0