spot_img

ଶୀଘ୍ର ଆସିବ କରୋନା ଟୀକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅହମ୍ମଦାବାଦର ଜାଈଡ଼ସ ବାୟୋଟେକ୍ ପାର୍କ ପରିଦର୍ଶନ କରିଛନ୍ତି। ସେ ସେଠାରେ ପହଁଞ୍ଚିବା ପରେ କୋଭିଡ ଟିକା ବିକାଶର ସମୀକ୍ଷା କରିଛନ୍ତି। ଜାଈଡ଼ସ ବାୟୋଟେକ୍ ପାର୍କରେ ଅଗ୍ରଗତି ଯାଞ୍ଚ କରିବା ପରେ ପ୍ରଧାନମନ୍ତ୍ରୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ହାଇଦ୍ରାବାଦର ଭାରତ ବାୟୋଟେକ୍ ପରିଦର୍ଶନ କରିବେ। ଦେଶରେ କରୋନା ବିରୋଧୀ ଲଢ଼େଇ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଥିବା ବେଳେ ଏହିସବୁ ଟୀକା ପ୍ରସ୍ତୁତକାରୀ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ପରିଦର୍ଶନ ଗୁରୁତ୍ୱ ବହନ କରୁଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular