ଭୁବନେଶ୍ୱର: ଖବଶୀଘ୍ର କମ୍ ଖର୍ଚ୍ଚରେ ଅଧଘଣ୍ଟାରେ ହୋଇପାରିବ କୋଭିଡ ଟେଷ୍ଟ । ଦେଶର ପ୍ରଥମ ସ୍ୱେଦେଶୀ କୋଭିଡ୍ ସିଆରଆଇଏସପିଆର ଟେଷ୍ଟ କିଟ୍ ‘ଫେଲୁଦା’କୁ ମିଳିଛି ଡିସିଜିଆଇ ର ଅନୁମୋଦନ । ଟାଟା ଗ୍ରୁପ୍ ଓ ସିଏସଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ କିଟ୍ କମର୍ସିଆଲ ଲଞ୍ଚ ପାଇଁ ଅନୁମତି ମିଳିଛି । ଏହା ଆରଟିପିସିଆର ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0