ଅନୁଗୁଳ : ଅନଗୁଳ ଜିଲ୍ଲାର କିଶୋର ନଗର ବ୍ଲକ ଅନ୍ତର୍ଗତ ଝମ୍ପୋଳୀ ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ବିଗତ ୧୦ ତାରିଖ ଦିନ ଆରମ୍ଭ କରାଯାଇଥିବା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପନି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । କସ୍ତୁରୀ ବାହାଲ ଓ ବନ୍ଧୁ ପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଫାଇନାଲ ମ୍ୟାଚ। ପ୍ରଥମେ ବ୍ୟାଟିଂ କରି ବନ୍ଧୁପାଲି ସମସ୍ତ ୱିକେଟ୍ ହରାଇ ୪୭ ରନ ସଂଗ୍ରହ କରିଥିଲା। କଷ୍ଟୁରିବହାଲ ୫୦ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା । ଏବଂ ମୂଖ୍ୟ ଅତିଥି ରଣିଆକଟା ଗ୍ରାମ ପଞ୍ଚାୟତର ନାଏକ ସରପଞ୍ଚ ତଥା ଓଡ଼ିଶା ଭିଜନଟିଭିର ପଶ୍ଚିମ ଓଡ଼ିଶା ମୂଖ୍ୟ ଯଜାତ କେଶୋରି ସାହୁଙ୍କ ଠାରୁ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମନିତ ଅତିଥି ଭାବେ ବିଜୟ ସାହୁ, ଅନିତା ଦାସ, ସଞ୍ଜୟ ଦାସ ସଭା ପରିଚାଳନା କରିଥିଲେ ଟୁନା ରାଉତ ସହଯୋଗ କରିଥିଲେ ମା ବୁଢୀ ଠାକୁରାଣୀ କ୍ରିକେଟ କ୍ଳବ୍ ସମସ୍ତ ସଦସ୍ୟ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0