spot_img

ହିଞ୍ଜିଳିକାଟୁରେ ଗଣତନ୍ତ୍ର ଦିବସରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ହିଞ୍ଜିଳିକାଟୁ: ଗଣତନ୍ତ୍ରଦିବସ ଅବସରରେ ହିଞ୍ଜିଳିକାଟୁ କଲେଜ ଖେଳ ପଡିଆ କ୍ରିକେଟ ମ୍ୟାଚ ଅନୁୂଷ୍ଠିତ । ସ୍ୱର୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟାୟକଙ୍କ ସ୍ମତି ରେ ଏକ ବନ୍ଧୁତ୍ୟ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ହିଞ୍ଜିଳିକାଟୁ ସାମ୍ବାଦିକ ଏକାଦଶ ଓ ଅଫିସର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅଫିସର ଏକାଦଶ ବ୍ୟାଟିଙ୍ଗ କରିଥିଲେ । କିନ୍ତୁ ୧୨ଓଭର ଏହି ମ୍ୟାଚ୍ ରେ ଅଫିସର ଏକାଦଶ ସାମ୍ବାଦୀକ ଏକାଦଶୀକୁ ହରାଇ ବିଜୟୀ ହୋଇଥିଲେ l ଏହି ମ୍ୟାଚ୍ ରେ ହିଞ୍ଜିଳିକାଟୁର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ଅଫିସର ମାନେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular