ବନ୍ୟା ରେ ଉଜୁଡିଲା ହେକ୍ଟର ହେକ୍ଟର ଚାଷ ଜମି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରାସଙ୍ଗ, ଛାମୁଣ୍ଡିଆ, ବଡ଼ଶିଲିଙ୍ଗା, କିଶୋର ପ୍ରସାଦ, ଗଣିଆ, ବେଲପଡା ପାଟଣା ଗ୍ରାମ ପଂଚାୟତ ଥିବା ଚାଷ ଜମି ମାନଙ୍କରେ ବନ୍ୟା ଜଳ ଜମି ରହିଥିବାରୁ ଧାନ ଗଛ ଗୁଡିକ ନଷ୍ଟ ହୋଇ ପଚି ସଡ଼ି ଗଲାଣି । ଚାଷୀ ମାନେ ଲୋନ କରି ଧାନ ଚାଷ କରିଥିବାରୁ କେମିତି ଲୋନ ସୁଜିବେ ଚାଷୀ କୁଳ ମୁଣ୍ଡରେ ହାତ ଦେଇ ବସିଛି, ଗ୍ରାଉଣ୍ଡୁ ଚିତ୍ରରୁ ଜଣାଗଲାଯେ ୨୦୧୯ମସିହାରେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ସହିତ ଅନ୍ୟ ଅତିଥି ମାନେ ମାଳ ବନ୍ଧ ଭିତ୍ତିସ୍ଥାପନ କରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଜମି ଅଧିଗ୍ରହଣ ନହୋଇ ଆଜି ଅଟକିଛି ମାଳବନ୍ଧ ନିର୍ମାଣ, କେବେ ମାଳବନ୍ଧନିର୍ମାଣ କରି ବନ୍ୟା ଜଳ କୁ ଅଟକାଇବା ହେବ ଏବଂ ଚାଷୀ କୁଳ ଉପକୃତ ହେବେ ତାହା ଦେଖିବାକୁ ବାକିରହିଲା ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0