କେନ୍ଦୁଝର : ନିଜ ଜନ୍ମ ମାଟିରେ ମନ୍ଦିର ଗଢି ଚର୍ଚ୍ଚାରେ ସିଆରପିଏଫ ଯବାନ । କେନ୍ଦୁଝର ଘଷିପୁରା ବ୍ଲକ ଅନ୍ତର୍ଗତ ଧାଉଡିହା ଗ୍ରାମରେ ପ୍ରଦୀପ କୁମାର ଚନ୍ଦ ନାମକ ଜଣେ ସିଆରପିଏଫ ଯବାନ ଏକ ହରି ହର ମନ୍ଦିର ନିର୍ମାଣ କରିଛନ୍ତି । ନିଜେ ସବୁ ଖର୍ଚ୍ଚ ବହନ କରି ମନ୍ଦିର ନିର୍ମାଣ କରିବା ସହ ତାଙ୍କ ପିତାଙ୍କ ମୃତ୍ତି ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଗ୍ରାମବାସୀଙ୍କ ପାଇଁ ସେ ଏକ ଉଦାହରଣ ପାଲଟିଛନ୍ତି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବାଶିଷ ପାତ୍ର ଯୋଗ ଦେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0