ନୂଆଦିଲ୍ଲୀ: ତିନି ସେନାରେ କାର୍ୟ୍ୟ କରିଥିବା କର୍ଣ୍ଣେଲ ପ୍ରୀତିପାଲ୍ ସିଂ ଗିଲ ତାଙ୍କ ଜୀବନର ୧୦୦ ବର୍ଷ ପୂରଣ କରିଛନ୍ତି । କର୍ଣ୍ଣେଲ ପ୍ରୀତିପାଲ ସିଂ ଗିଲ ପରିବାରର ବିନା ଅନୁମତିରେ ବ୍ରିଟିଶ ଶାସନ ଅଧୀନରେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେଇଥିଲେ ।ପରେ ତାଙ୍କୁ କରାଚିରେ ପାଇଲଟ୍ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା । ସେ ହାୱାର୍ଡ ବିମାନ ଉଡାଉଥିଲେ । ସେ ୧୯୬୫ ଯୁଦ୍ଧରେ ମଧ୍ୟ ଯୋଗ ଦେଇଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0